ପାରିବାରିକ କଳହରୁ ପତ୍ନୀକୁ ହତ୍ୟା, ଝିଅ ଗୁରୁତର

ଭୁବନେଶ୍ୱର ଘାଟିକିଆ ଅଞ୍ଚଳର ଜଣେ ବ୍ୟକ୍ତି କୌଣସି ଘରୋଇ କଳହକୁ ନେଇ ପତ୍ନୀକୁ ହତ୍ୟା କରିଥବା ବେଳେ 6 ବର୍ଷର ଝିଅର ତଣ୍ଟି କାଟି ଗୁରୁତର କରିଥିବା ଅଭିଯୋଗ ହୋଇଛି l ଝିଅକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ଏବେ ଫେରାର ଥିବା କହିଛନ୍ତି ଡିସିପି ପ୍ରତୀକ ସିଂ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes