କେନ୍ଦୁଝରିଆଙ୍କୁ ଅବହେଳା, ବାହାର ପିଲାଙ୍କୁ ନିଯୁକ୍ତି ନେଇ ଦାବିପତ୍ର ପ୍ରଦାନ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ମେଡିକାଲ କଲେଜରେ ଠିକା ସଂସ୍ଥା ଜରିଆରେ ବାହାର ଜିଲ୍ଲାର ପିଲାଙ୍କୁ ବିଭିନ୍ନ ପଦବୀରେ ବ୍ୟାପକ ଆର୍ଥ କାରବାର କରି ନିଯୁକ୍ତି ପ୍ରତିବାଦରେ ଆଜି ସ୍ଥାନୀୟ ବେକାର ଶିକ୍ଷିତ ଯୁବତୀ/ଯୁବକ ମାନେ ଜିଲାପାଳ ଙ୍କୁ ଲିଖିତ ଦାବି ପତ୍ର ଦେଇଛନ୍ତି।

କର୍ମ ନିୟୋଜନ ସଂସ୍ଥା ଜରିଆରେ କେନ୍ଦୁଝର ଜିଲ୍ଲାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବାକୁ ନିବେଦନ କରିଛନ୍ତି। ଜିଲ୍ଲାରେ କାମ ନ ପାଇ ବହୁ ପିଲା ବାହାରକୁ କାମ କରିବାକୁ ଯାଉଥିବା ବେଳେ ଅନେକ ବେକାର ହୋଇ ବସି ରହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes