ପାରଳାଖେମୁଣ୍ଡିରେ 24 ଘଣ୍ଟାରେ 32.8 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ଗଜପତି ଜିଲ୍ଲାର ଆର. ଉଦୟଗିରିରେ 33.4 ମିଲିମିଟର ବର୍ଷା ହୋଇଥିବା ବେଳେ ପାରଳାଖେମୁଣ୍ଡିରେ 32.8, କାଶୀନଗରରେ 28.4 ଏବଂ ନୂଆଗଡରେ 26.4 ମିମି ବର୍ଷା ରେକର୍ଡ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes