ପାନୀୟ ଜଳ ଦାବିରେ ପିଏଚଡି ଅଫିସ ଘେରାଉ

ସମ୍ବଲପୁରରେ ଆଜି ପାନୀୟ ଜଳ ସମସ୍ୟା ପ୍ରତିବାଦରେ ବିଜେପି କର୍ମୀ ମାନେ ପିଏଚଡି ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l

ପୁଲିସର ବୁଝାସୁଝା ସତ୍ତ୍ୱେ କର୍ମୀ ମାନେ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes