ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ଜରୁରୀ ବୈଠକ

ଆଜି ଦିନ ୧୧ଟା ସମୟରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ|

ଏହି ବୈଠକରେ ଶକ୍ତି ସଚିବ ନିକୁଞ୍ଜ ଧଳ, ଗ୍ରୀଡ୍‌କୋ ଓ ଓପିଟିସିଏଲର ଅଧିକାରୀମାନେ ଯୋଗ ଦେବେ ଏବଂ ବିଦ୍ୟୁତ୍‌ ସମସ୍ୟା ନେଇ ରହିଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ |

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes