ପାଣି ଯୋଗାଣ ସମସ୍ୟା ନେଇ ପମ୍ପହାଉସକୁ ତାଲା ପକାଇଲେ ମହିଳା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅନ୍ତର୍ଗତ ରହିଲା ଗ୍ରାମର ଜନ ସ୍ବାସ୍ଥ୍ୟ ବିଭାଗ (ପିଏଚଡ଼ି)ତରଫରୁ ଯୋଗାଣ ହେଉଥିବା ବିଶୁଦ୍ଧ ପାନୀୟ ଜଳ ଗ୍ରାମବାସୀ ଠିକ ଭାବରେ ପାଉ ନଥିବା ନେଇ ବାରମ୍ବାର ଅଭିଯୋଗ ହେଲା ପରେ ବି କର୍ତ୍ତୃପକ୍ଷ କର୍ଣ୍ଣପାତ କରିନଥିବା ଗ୍ରାମବାସୀ କହିଛନ୍ତି।

ଯାହା ଫଳରେ ଆଜି ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସମେତ ଗ୍ରାମବାସୀ ପାପକ୍ଷୟ ମହାନଦୀ କୂଳରେ ଥିବା ପମ୍ପହାଉସକୁ ତାଲା ପକାଇ ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes