ପାଞ୍ଚ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା ଏସଟିଏଫ

ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଟାଙ୍ଗିଆ ପଡ଼ା ଅଞ୍ଚଳରେ ଥିବା ସାନି କ୍ଲିନ୍ ପ୍ରାଇଭେଟ୍ ଲିମିଟେଡରେ ପୋଡା ଯାଇ ନଷ୍ଟ କରାଯାଇଛି।

୫,୨୬୯.୧୮୫ କିଗ୍ରା ଗଞ୍ଜେଇ ସହ ୧.୩୨ କିଗ୍ରା ବ୍ରାଉନ ସୁଗାର ଜବତ କରିଥିଲା ଏସଟିଏଫ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes