ପାଇଖାନା ଟାଙ୍କିରେ ପଡ଼ି ୨ ନାବାଳିକା ଭଉଣୀ ମୃତ

ଗଞ୍ଜାମ ଜିଲ୍ଲା ବରଗଡ ଥାନା ପାକରଡ଼ା ଗାଁରେ ଏହି ଘଟଣା ଘଟିଛି।

ଉଭୟ ନାବାଳିକା ମାମୁ ଘରକୁ ବୁଲିବାକୁ ଆସି ଟାଙ୍କି ଉପରେ ଖେଳିଲା ବେଳେ ଟାଙ୍କି ଭୁଶୁଡ଼ି ପଡିଥିଲା। ମୃତ ଶିଶୁମାନେ ଦିବ୍ୟା ସେଠୀ ଓ ବସୁମତୀ ସେଠୀ। ଉଭୟଙ୍କ ବୟସ ୫ ବର୍ଷ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes