କଟକର ଅନନ୍ତ ନାରାୟଣ ସ୍କୁଲରେ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷା ହଲ୍କୁ ହୋମଗାର୍ଡ ପଶି ପରୀକ୍ଷାର୍ଥୀଙ୍କ ସହ କଥା ହେଉଥିଲେ।
ଅଭିଯୋଗ ପରେ ମହିଳା ହୋମଗାର୍ଡ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରୁ ନିଲମ୍ବିତ କଲେ କଟକ ଗ୍ରାମଞ୍ଚଳ ଏସପି। ଗତକାଲି ଏଆଇ ଯୋଗୁଁ ଧରା ପଡି଼ଥିଲା ଏହି ବ୍ୟତିକ୍ରମ।