କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପଶିସ୍ଥିତ ବିବେକା ନନ୍ଦ ଶିକ୍ଷା କେନ୍ଦ୍ରର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଉପଦେଷ୍ଟା ଶିକ୍ଷକ ପାର୍ଥସାରଥୀ ବେଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ମୁଖ୍ୟ ବକ୍ତା ଥାନାଧିକାରୀ ବିବତ୍ସ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ରୁନୁ ମହାନ୍ତ , ସରପଞ୍ଚ ଭାମାମଣୀ ଦାସ, ଯଯାତି କୁମାର ସ୍ୱାଇଁ , ଯୋଗ ଗୁରୁ ଡ. ବିଶ୍ୱରଂଜନ ରଥ ଶିକ୍ଷା ଏବିଓ ସଚ୍ଚିଦାନନ୍ଦ ସେଠୀ, ବିଜୟ କୁମାର ଓଝା, ବିଦ୍ୟାଳୟ ଅଧକ୍ଷ ଶତ୍ରୁଘନ ସେଠୀ, ପ୍ରିନ୍ସିପାଲ ବବୃବାହାନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।