ଗତ କିଛି ଦିନ ମଧ୍ୟରେ ସମଗ୍ର ରାଜ୍ୟରେ ଦୁଇଟି ବଡ଼ ବଡ଼ ନଦୀର ସଙ୍ଗମ ସ୍ଥଳରେ ଥିବା ସୋନପୁର ଉତ୍ତପ୍ତ ସହରରେ ପରିଗଣିତ ହୋଇଛି ।ଗତ ୧୪ତାରିଖରେ ସୋନପୁର ୪୪.୨ଡ଼ିଗ୍ରୀ ସହ ଦେଶର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ଏହାର ମୁଖ୍ୟ କାରଣ ପରିବେଶ ପ୍ରଦୂଷଣ ବୋଲି ପରିବେଶବିତ ମତ ପ୍ରକାଶ କରିଛନ୍ତି ।
ପଲିଥିନ ଓ ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟ ପ୍ରମୁଖ କାରଣ ପାଲଟିଛି।