ପରିକ୍ରମା ପ୍ରକଳ୍ପ, ମାମଲା ପାଇଁ ପୁରୀ କୋର୍ଟଙ୍କ ନିର୍ଦ୍ଦେଶ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଘଟଣାରେ ଜିଲ୍ଳାପାଳ, ଓବିସିସି ଏବଂ ଟାଟା ପ୍ରୋଜେକ୍ଟସ ନାମରେ ମାମଲା ରୁଜୁ କରିବାକୁ ଆଜି ପୁରୀ ଏସଡିଜେଏମ କୋର୍ଟ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି l

ପୂର୍ବରୁ ଏହି ଘଟଣାରେ ଜଣେ ଆଇନଜୀବୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାହା ଗ୍ରହଣ କରି ନଥିଲା l ତେଣୁ ସେ କୋର୍ଟଙ୍କ ଶରଣ ପଶିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes