ପଦ୍ମପୁର ଉପନିର୍ବାଚନ; ପ୍ରଦୀପ ପାଇଁ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଚାର

ପଦ୍ମପୁର ଉପନିର୍ବାଚନ ପାଇଁ ପାଇକମାଳରେ ପ୍ରଦୀପ ପୁରୋହିତଙ୍କ ପାଇଁ ଦୁଇ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଓ ଅଶ୍ୱିନୀ ବୈଷ୍ଣବ ପ୍ରଚାର କରୁଛନ୍ତି।

ସଭାରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ ଏବଂ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉପସ୍ଥିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes