ପଥିକଙ୍କ ପାଇଁ ଜଳଛତ୍ର ଆରମ୍ଭ କଲା ବିନିକା ପୁଲିସ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ସୁବର୍ଣ୍ଣପୁର ଜଳ ବିନିକା ପୁଲିସ ପକ୍ଷରୁ ପଥିକଙ୍କ ତୃଷ୍ଣା ମେଣ୍ଟେଇବା ପାଇଁ ଜଲଛତ୍ର ଆରମ୍ଭ ହୋଇଛି ।

ଏହାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ବରେଶ ପଣ୍ଡା ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ରାସ୍ତାରେ ଯିବା ଆସିବା କରୁଥିବା ସମସ୍ତ ପ୍ରକାରର ପଥିକଙ୍କୁ ବିଶୁଦ୍ଧ ପାନୀୟ ଜଳ ପିଇବାକୁ ଦିଆଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes