ତିନି ମାସରେ ଡ୍ରାଇଭରଙ୍କ ସମସ୍ୟାର ସମାଧାନ :ମନ୍ତ୍ରୀ

ଦଶ ଦଫା ଦାବି ପୂରଣ ପାଇଁ ଆଜି ଡ୍ରାଇଭର ମହାସଂଘ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ବିକ୍ଷୋଭ କରାଯାଇଥିବା ବେଳେ ମହାସଂଘ ପ୍ରତିନିଧି ମାନେ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା କରିଛନ୍ତି l

ଡ୍ରାଇଭରଙ୍କ ପାଇଁ ଅନ୍ୟ ରାଜ୍ୟରେ କଣ ପଦକ୍ଷେପ ନିଆଯାଇଛି ତାହା ଅନୁଧ୍ୟାନ ଲାଗି ମନ୍ତ୍ରୀ ଓ ଅଫିସରଙ୍କ ଏକ କମିଟି ଗସ୍ତ କରିବେ ଏବଂ ଆସନ୍ତା ତିନି ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଆଲୋଚନା ପରେ ମନ୍ତ୍ରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes