ପଥଚାରୀଙ୍କ ପାଇଁ ଗଛ ଲଗାଉଛନ୍ତି ପୂର୍ବତନ ସମିତିସଭ୍ୟ

କଟକ ଜିଲ୍ଲା ଖୁଣ୍ଟୁଣୀ-ନରସିଂହପୁର ରାଜ୍ୟ ରାଜପଥରେ ଗୋଟିଏ ଗଛ ନଥିବାବେଳେ ବିନ୍ଧାଣିମା ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ବିଭୁତି ଭୂଷଣ ବେହେରା ବର୍ଷା ଦିନେ ବିନ୍ଧାଣିମା ଠାରେ ପ୍ରାୟ ଏକ ଶହ ଦେବଦାରୁ ଗଛ ଲଗାଇଛନ୍ତି ।

ଏହି ଗ୍ରୀଷ୍ମପ୍ରବାହ ତାତିରୁ ଗଛ ଗୁଡିକୁ ବଞ୍ଚିଇବାପାଇଁ ନିଜେ ପାଣି ବୋହି ଗଛ ଗୁଡିକୁ ବଞ୍ଚାଉଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes