ଘରୁ ଜଣେ ମହିଳା ଓ ତାଙ୍କ ସାନଭଉଣୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀର ଇଡବ୍ଲୁଏସ- ୨୩/୨ ଘରୁ ଜଣେ ମହିଳା ଓ ତାଙ୍କ ସାନଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ପୁଲିସ ହତ୍ୟା ସନ୍ଦେହରେ ମହିଳାଙ୍କ ସ୍ୱାମୀ ବିଜୟ ସେଠୀଙ୍କୁ ଥାନାରେ ଅଟକ ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes