ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ

କେନ୍ଦୁଝର ଜିଲ୍ଲା ଦୌରାଜଜ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

୨୦୧୮ମସିହାରେ ସଦର ଥାନା ବାୟାପଣ୍ଡାଧର ଗାଁରେ ପାରିବାରିକ କଳହକୁ ନେଇ ପତ୍ନୀକୁ ଶାବଳରେ ପିଟି ମାରିଥିଲା ସ୍ୱାମୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes