ହାଟ ମଝିରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ କଟୁରୀରେ ହାଣିଲା ସ୍ୱାମୀ

ଯାଜପୁର ଜିଲ୍ଲା ଦାନଗଦି ହାଟ ମଝିରେ ଏହି ଘଟଣା ଘଟିଛି।

ସ୍ତ୍ରୀର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟ ଜଣେ ଯୁବକ ସାମାନ୍ୟ ଆହତ ହୋଇଛି। ପାରିବାରିକ କଳହରୁ ସ୍ବାମୀ ଏହି
ଆକ୍ରମଣ କରି ଫେରାର୍ ଅଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes