ଓଡ଼ିଶା ସିମ୍କାର୍ଡ ପାକିସ୍ତାନରେ ଅପରେଟ୍ ମାମଲାରେ ମାଷ୍ଟରମାଇଣ୍ଡ ପଠାଣି ଲେଙ୍କା ବିରୋଧରେ ଦେଶଦ୍ରୋହ ଦଫା ଲାଗିବ।
ପାକିସ୍ତାନୀ ଏଜେଣ୍ଟଙ୍କ ସହ ସଂପର୍କ ଥିବା ସୂଚନା ପରେ ଦଫା ଲାଗିବ। କେବେ ଠାରୁ ଲିଙ୍କ୍ରେ ଥିଲା ସେନେଇ ଖୋଳତାଡ଼ ଚାଲିଛି। କାଲିଠୁ ରିମାଣ୍ଡରେ ଆଣି ପଚରାଉଚରା କରିବ ଏସ୍ଟିଏଫ୍।
Credible Local News of Odisha