୨୦୦୯ରୁ ଫେରାର୍ ହତ୍ୟା ଅଭିଯୁକ୍ତର ଅସ୍ଥାବର ସମ୍ପତ୍ତି ଜବତ

ମାଜିଷ୍ଟ୍ରେଟ, ଏସଡିପିଓଙ୍କ ଉପସ୍ଥିତିରେ ସମ୍ପତ୍ତି ଜବତ କରିଛି ଗୋଷାଣୀ ନୂଆଗାଁ ପୁଲିସ।

ଫେରାର ଅଭିଯୁକ୍ତ ହେଲେ ନେହେରୁ ନଗରର ଶଙ୍କର ବେହେରା। ଜିଲ୍ଲା ସେସନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସମ୍ପତ୍ତି ଜବତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes