ନୟାଗଡ଼ ଜିଲ୍ଲାରେ ଦିନକରେ 19 ଜଣ କରୋନାରେ ସଂକ୍ରମିତ July 17, 2022 by Rameswar mahakur ଗତ 24 ଘଣ୍ଟା ମଧ୍ୟରେ ନୟାଗଡ ଜିଲ୍ଲାରେ 19 ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l