‘ନୋ ଟବାକୋ ଡେ’ ୱେବିନାର ଅନୁଷ୍ଠିତ

ତମାଖୁ ମୁକ୍ତ ଦିବସ ପାଳନ ଅବସରରେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଣ ସେଣ୍ଟର (ପିକକ), ଇକୋସେଭର ୟୁଥ୍‍ ନେଟୱାର୍କ ଓଡିଶା, କୋଆଲିସନ ଫର ଟବାକୋ ଫ୍ରି ଓଡିଶା ପକ୍ଷରୁ ଆଜି ଭୁବନେଶ୍ବର ଠାରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି ।

ତମାଖୁ ମୁକ୍ତ ଓଡିଶା ତଥା ଦେଶ ଗଠନ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ । ବ୍ୟାପକ ଜନସଚତନତା ସହିତ ତମାଖୁ ନିୟନ୍ତ୍ରଣ ପାଇଁ ଥିବା କୋଟ୍‍ପା ଆଇନ୍‍ ଯେଭଳି କଡାକଡି ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ସବୁ ସ୍ତରରେ ଉଦ୍ୟମ କରିବାକୁ ବିଶେଷଜ୍ଞ ମନେ ମତପ୍ରକାଶ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes