ନୂତନ ହସ୍ତତନ୍ତ୍ର ଦୋକାନ ଉଦଘାଟନ କଲେ ବରଗଡ଼ ଜିଲ୍ଲାପାଳ

ଆଜି ବରଗଡ଼ସ୍ଥିତ ଶକ୍ତି ନଗର କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସରକାରଙ୍କ ସହାୟତାରେ ଏସଜି ମହିଳାମାନଙ୍କ ଦ୍ଵାରା ନବ ନିର୍ମିତ ହସ୍ତତନ୍ତ୍ର ଦୋକାନକୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ।

ଏହା ଦ୍ବାରା ବୁଣାକାରମାନଙ୍କର ବହୁ ଉନ୍ନତି ହେବ ବୋଲି ମତ ରଖିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes