ଆସନ୍ତାକାଲି ସିପି ଅଫିସ ସାମ୍ନାରେ ଅହୋରାତ୍ର ଧାରଣା ଦେବ ବିଜେପି

ରାଜ୍ୟରେ ଭ୍ରଷ୍ଟାଚାର, ବ୍ୟଭିଚାର ପ୍ରତିବାଦରେ ଆସନ୍ତାକାଲି ସିପି ଅଫିସ ସାମ୍ନାରେ ବିଜେପି ଅହୋରାତ୍ର ଧାରଣା ଦେବ ବୋଲି ଦଳ କହିଛି।

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ସମୀର ଦାଶଙ୍କୁ ଜେରା ଓ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ତଦନ୍ତ କରିବାକୁ ଦାବି କରିଛି ବେଜିପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes