ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଯୋଗଦାନ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକରେ ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ସୁସ୍ମିତା ବେହେରା ଆଜି ଉଦଳା ବ୍ଲକରେ ଯୋଗ ଦେଇଛନ୍ତି।

ସେ ପୂର୍ବରୁ ବାରିପଦା ସଦର ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତେବେ ଉଦଳା ବ୍ଲକରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଲିପିକା ଡି କାଶ୍ୟପ କଟକ ମେଘା ଲିଫ୍ଟ ଇରିଗେସନକୁ ବଦଳି ହୋଇଥିବା ଉଦଳା ବିଡିଓ ଦେବଜାନୀ ଭୁଁୟା ପ୍ରକାଶ କରିଛନ୍ତି। ତେବେ ଲିପିକାଡି କାଶ୍ୟପ ଉଦଳା ବ୍ଲକରେ ନିଜର ଦାୟିତ୍ଵକୁ ସୂଚାରୁ ରୁପେ ସଂପାଦନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes