ଏସିଏଫ ମୃତ୍ୟୁ ମାମଲାର ଶୁଣାଣି ଉପରେ ରୋକ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ପାରଳାଖେମୁଣ୍ଡି କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଉପରେ ଆଜି ହାଇକୋର୍ଟ ରୋକ ଲଗାଇଛନ୍ତି l
ଚାକିରି କରିଥିବାରୁ ଶୁଣାଣି ବେଳେ ନିୟମିତ ହାଜର ହୋଇ ପାରିବେନି ବୋଲି ଦର୍ଶାଇ ଏସିଏଫଙ୍କ ପତ୍ନୀ ହାଇକୋର୍ଟରେ ଆବେଦନ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes