ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ଆଠ ରାଷ୍ଟ୍ର ମନ୍ତ୍ରୀ

ଆଜି ଆଉ କିଛି ସମୟ ପରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବାକୁ ଥିବା ବେଳେ ଏଥିରେ ଆଠ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇବେ ବୋଲି କୁହାଯାଇଛି l

ସେମାନେ ହେଲେ ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡେଇ, ସମୀର ଦାସ, ଅଶ୍ୱିନୀ ପାତ୍ର, ରିତା ସାହୁ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ବାସନ୍ତୀ ହେମ୍ବ୍ରମ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes