ଆଜି ଆଉ କିଛି ସମୟ ପରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ l ଏଥିରେ 13 ଜଣ କ୍ୟାବିନେଟ ମନ୍ତ୍ରୀ ରହିବେ ବୋଲି ଆପାତତଃ ଜଣାପଡିଛି l
ସେମାନେ ହେଲେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରତାପ ଦେବ, ପ୍ରଫୁଲ୍ଲ ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ନବ ଦାସ, ଅଶୋକ ପଣ୍ଡା, ପ୍ରଦୀପ ଅମାତ, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ ଏବଂ ଜଗନ୍ନାଥ ସାରକା l