ନୂଆ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରେ 95 କୋଟିପତି

ରାଜ୍ୟରେ ନବ ନିର୍ବାଚିତ 726 ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରେ 13% ଅର୍ଥାତ 95 ଜଣ କୋଟିପତି ଥିବା ବେଳେ ସେଥିରୁ 90 ଜଣ ବିଜେଡ଼ିର ବୋଲି ଆଜି ଓଡିଶା ଇଲେକ୍ସନ ୱାଚ ରିପୋର୍ଟରେ କୁହାଯାଇଛି l
ବିଜେପିର 37 ସଦସ୍ୟଙ୍କ ମଧ୍ୟରୁ 3 ଜଣ ଏବଂ କଂଗ୍ରେସର 22 ସଦସ୍ୟଙ୍କ ମଧ୍ୟରୁ 2 ଜଣ କୋଟିପତି ରହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes