451 ଜିଲ୍ଲା ପରିଷଦ ସଦସ୍ୟ ପଞ୍ଚମ ଓ ଦ୍ୱାଦଶ ଶିକ୍ଷା ପ୍ରାପ୍ତ

ରାଜ୍ୟରେ ନବନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ 451 ଜଣ ପଞ୍ଚମ ଓ ଦ୍ୱାଦଶ ପାସ କରିଥିବା ବେଳେ 256 ଜଣ ସ୍ନାତକ ବୋଲି ଆଜି ପ୍ରକାଶିତ ଓଡିଶା ଇଲେକ୍ସନ ୱାଚ ରିପୋର୍ଟରେ କୁହାଯାଇଛି l
ଛଅ ଜଣ ଡିପ୍ଲୋମା ଧାରୀ ଏବଂ ଛଅ ଜଣ ସତ୍ୟପାଠରେ କେବଳ ଶିକ୍ଷିତ ଦର୍ଶାଇଥିବା ବେଳେ ଛଅ ଜଣ କିଛି ଉଲ୍ଲେଖ କରିନାହାନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes