ନୂଆପଡ଼ା ଜିଲ୍ଲାରେ ବାଛୁରୀ ମାରିଲା ବାଘ

ନୂଆପଡ଼ା ଜିଲ୍ଲାର ସିଲିରିବାହାରା ଗାଁରେ ଆଜି ବାଘ ବାଛୁରୀକୁ ମାରି ଖାଇଥିବା ସୂଚନା ମିଳିଛି।

ଲୋକେ ଆତଙ୍କିତ ଥିବାବେଳେ ଗାଁରେ ବନ କର୍ମଚାରୀ ପହଞ୍ଚିଛନ୍ତି। ସପ୍ତାହେ ହେବ ତରିଆମହୁଆଭଟା, ପୱାରାତଲା, ମହୁରାଡିହି ଗାଁରେ ଗାଈ, ବାଛୁରୀ ମାରୁଛି ବାଘ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes