ନୂଆପଡ଼ାରେ ଦିନକରେ ୧୧ କରୋନାରେ ଆକ୍ରାନ୍ତ August 20, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା ଜିଲ୍ଲାରେ ୧୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l