ନିୟନ୍ତ୍ରଣ ହରାଇ ଶାଳ ଗଛରେ ପିଟିହେଲା କାର୍,ଜଣେ ଗୁରୁତର

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ମଇଦାନକେଲ ନିକଟରେ ଆଜି ସକାଳେ ନିୟନ୍ତ୍ରଣ ହରାଇ ଏକ କାର୍ ଶାଳ ଗଛରେ ପିଟିହେବାରୁ ଜଣେ ରାଜମିସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି।

ତେବେ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ।ଉପସ୍ଥିତ ଲୋକେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।ଦ୍ରୁତଗତିରେ କାର୍ ଟି ଗଛରେ ପିଟି ଦେଇଥିବାରୁ ଗାଡିର ସାମ୍ନାଭାଗ ଭାଙ୍ଗିରୁଜି ଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes