ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ଗୋପାଳକୁ କଡ଼ା ସୁରକ୍ଷାରେ ଝାରସୁଗୁଡ଼ା ଉପକାରାଗାରରୁ ଆଣି ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଛି।
ଅଭିଯୁକ୍ତ ଗୋପାଳର ୧୬୪ ବୟାନ ରେକର୍ଡ ପାଇଁ ହାଜର କରାଯାଇଥିବା ସୂଚନା ମିଳିଛି।
Credible Local News of Odisha