ନିଶା ପାଇଁ ମା’କୁ ପୁଅ ହତ୍ୟା କରିଥିବା ଅଭିଯୋଗ

ତାଳଚେରର କୋଲିଆରୀ ଥାନା ଅନ୍ତର୍ଗତ ଘଣ୍ଟପଡା ଗ୍ରାମରେ ମା’ କୁ ପୁଅ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି l ନିଶା ଖାଇବା ପାଇଁ ମା ଟଙ୍କା ନ ଦେବାରୁ ପୁଅ ଏହି କାଣ୍ଡ କରିଥିବା ପୁଲିସ ଅନୁମାନ କରୁଛି l
ଅଭିଯୁକ୍ତକୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes