ଦୁଇ ଗ୍ରାମ ମଧ୍ୟରେ ଗଣ୍ଡଗୋଳ ପାଇଁ ଚିଲିକାରେ ଯାତାୟାତ ବନ୍ଦ

ଦୁଇଟି ଗ୍ରାମ ମଧ୍ୟରେ ଉତ୍ତେଜନା ଦେଖାଦେବା ପରେ ପ୍ରତିବାଦ ସ୍ୱରୂପ ଆଜି ଚିଲିକାର ଜହ୍ନିକୁଦ ଓ ସାତପଡା ମଧ୍ୟରେ ଯାତାୟାତ ବନ୍ଦ ଥିବା ଜଣାପଡ଼ିଛି l
ଭସା ପୋଲ, ବୋଟ ଏବଂ ଅନ୍ୟାନ୍ୟ ସମସ୍ତ ଯାତାୟାତର ସୁବିଧା ବନ୍ଦ ରଖାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes