ନିର୍ବାଚନ ପ୍ରତିଶୃତି ରକ୍ଷାକରି ସହାୟତା ଯୋଗାଇଲେ ସରପଞ୍ଚ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଅଧୀନସ୍ଥ ଖଲାଡି ଗ୍ରାମ ପଞ୍ଚାୟତର ସରପଞ୍ଚ ସସ୍ମିତା ବାରିକ ନିର୍ବାଚନ ପ୍ରତିଶୃତି ରକ୍ଷା କରି ଆଜି ପଞ୍ଚାୟତରେ ଥିବା ୨୦ଜଣ ଯୋଗ୍ୟ ବିବେଚିତ ନିସହାୟ ଗରିବ ଲୋକମାନଙ୍କୁ ଚିହ୍ନଟ କରି ପ୍ରତି ମାସ ଭତ୍ତା ରୂପେ କିଛି ଅର୍ଥରାଶି ପ୍ରଦାନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes