ପବିତ୍ର ମୋହନଙ୍କ ତିରୋଧାନ ଦିବସ ପାଳିତ

ଅନୁଗୁଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀର ପବିତ୍ର ନଗର ଠାରେ ସ୍ବାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଲଙ୍କ ତିରୋଧାନ ଦିବସ ଆଜି ପାଳିତ ହୋଇଯାଇଛି‌।

ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଶୋକ ମହାନ୍ତିଙ୍କ ନେତୃତ୍ବରେ ଅଞ୍ଚଳର ସମସ୍ତ ବୁଦ୍ଧିଜିବୀମାନେ ଉପସ୍ଥିତ ରହି ଶ୍ରୀଯୁକ୍ତ ମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ‌‌‌ ଅର୍ପଣ କରିବା ସହ ତାଙ୍କର ଜୀବନୀ ଗାଥା ବିଷୟରେ ଆଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes