ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଭୁବନେଶ୍ୱର ସାଂସଦଙ୍କୁ ଦାବିପତ୍ର

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଦେଇ ଯାଇଥିବା ନୂଆ ଜଗନ୍ନାଥ ସଡକକୁ ଜାତୀୟ ରାଜପଥର ମାନ୍ୟତା ଦେଇ ରାଜପଥ ନମ୍ବର ଘୋଷଣା ଓ ନିରାକାରପୁର ଲେବୁଲ କ୍ରସିଂ ଠାରେ ପ୍ଲାଏ ଓଭର କାର୍ଯ୍ୟ ଶୀଘ୍ର ଆରମ୍ଭ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଗତକାଲି ସଂଧ୍ଯାରେ ନିରାକାରପୁର ରାମଦୟା ପରିଷଦ କାର୍ଯ୍ୟକ୍ରମକୁ ସାସଂଦ ଅପରାଜିତା ଷଡଙ୍ଗୀ ଅତିଥି ଭାବେ ଆସିଥିବା ବେଳେ ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଏହି ଦାବିପତ୍ର ଦିଆଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes