ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳି ମୃତ, ୨୮ ଆହତ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କାଶିନଗର ବ୍ଳକ କିଡି ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳିର ମୃତ୍ୟୁ ଘଟିଥିବା ବେଳେ ୨୮ ଛେଳି ଆହତ ହୋଇଛନ୍ତି।

ରାତିରେ ୨ଜଣଙ୍କ ଗୁହାଳରେ ପଶି ଅଜଣା ଜନ୍ତୁ ମାରିଥିବା ସୂଚନା ମିଳିଛି।କାଶିନଗର ପୁଲିସ ସହ ପ୍ରାଣୀଧନ ଚିକିତ୍ସକ ତଦନ୍ତ ଆରମ୍ଭ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes