ନିଯୁକ୍ତି ନାମରେ ବହୁ ଲୋକଙ୍କୁ ଠକେଇ, ଦୁଇ ଗିରଫ

ନିଯୁକ୍ତି ନାମରେ ଦେଢ଼ ଶହରୁ ଅଧିକ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗରେ ଦୁଇ ଜଣ ଠକଙ୍କୁ ପୁଲିସ ଗିରଫ କରିଛି l ଜଣଙ୍କୁ ଟାଟାରୁ ଏବଂ ଅନ୍ୟ ଜଣଙ୍କୁ ଝରସୁଗୁଡାରୁ ଗିରଫ କରାଯାଇଛି l

ସେମାନଙ୍କ ଠାରୁ ବହୁ ନକଲି ନିଯୁକ୍ତି ପତ୍ର ଓ ପରିଚୟପତ୍ର ଜବତ କରାଯାଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes