ଚାରି ଡକାୟତ ଗିରଫ, ପିସ୍ତଲ, ଖଣ୍ଡା ଜବତ

ରାଉରକେଲାର ପ୍ଲାଣ୍ଟସାଇଟ ଥାନା ପୁଲିସ ଗତକାଲି ରାତି ଚଢ଼ାଉ କରି ଏକ ଡକାୟତି ଉଦ୍ୟମକୁ ବିଫଳ କରିବା ସହ ଚାରି ଜଣ ଡକାୟତଙ୍କୁ ଗିରଫ କରିଛି l

ସେମାନଙ୍କ ଠାରୁ ଚାରିଟି ଦେଶୀ ପିସ୍ତଲ, ଦୁଇଟି ଖଣ୍ଡା ଓ ଦୁଇଟି ବୋମା ଜବତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes