ନିଜ ପଦରୁ ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ

ଆଜି ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିଜ ପଦରୁ ଇସ୍ତଫା ଦେଇଥିବା ନିଜେ କହିଛନ୍ତି l ସେ ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି l
ତେବେ ଦଳ ପକ୍ଷରୁ ତାଙ୍କୁ ଯାହାବି ଦାୟିତ୍ୱ ଦିଆଯିବ ତାହା ସେ ସୁଚାରୁ ରୂପେ ନିର୍ବାହ କରିବେ ବୋଲି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes