ଆଗ ଧାଡ଼ିରେ ବସିବାକୁ ନେଇ ୨ କଂଗ୍ରେସ ନେତା ମଧ୍ୟରେ ମାରପିଟ

ରାଉରକେଲା କଂଗ୍ରେସ ଅଫିସରେ ଆଜି ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି।

ଆଜି ପୂର୍ବାହ୍ନ ସମୟରେ ଏହି ଘଟଣା ଘଟିଛି । ଯେଉଁଠି ଦୁଇ ବରିଷ୍ଠ ନେତା ସବିର ହୁସେନ ଓ ଉମେଶ ସରନ ଗଣ୍ଡଗୋଳ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes