ନାବାଳିକା ବଳାତ୍କାର ମାମଲାରେ ଦଶ ବର୍ଷ ଜେଲ

2019 ମସିହାରେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଥାନାଞ୍ଚଳରେ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାରେ ଆଜି ଫୁଲବାଣୀ ପୋକ୍ସୋ କୋର୍ଟ ଅଭିଯୁକ୍ତ ଭାଗିରଥି ମଲ୍ଲିକକୁ ଦଶ ବର୍ଷ ଜେଲ ଓ 55 ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଥିବା ବରିଷ୍ଠ ଓକିଲ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes