ନାବାଳିକାକୁ ଅପହରଣ ଦୁଷ୍କର୍ମ ଘଟଣାରେ ସମ୍ପର୍କୀୟ ବଡବାପା ଗିରଫ

କଟକ ସଦର ଥାନା ଅଞ୍ଚଳରେ ନାବାଳିକା ଅପହରଣ ଦୁଷ୍କର୍ମ ଘଟଣାରେ ସମ୍ପର୍କୀୟ ବଡବାପାକୁ ଗିରଫ କରିଛି ସଦର ଥାନା ପୁଲିସ।

ପୀଡିତାର ବୟାନ ରେକର୍ଡ କରିବା ପରେ ପୁଲିସ ବଡ଼ବାପାକୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes