ସେପ୍ଟିସେମିଆ ଯୋଗୁଁ ହୋଇଛି ନନ୍ଦ ହାତୀର ମୃତ୍ୟୁ

ନନ୍ଦ ହାତୀର ପୋଷ୍ଟ ମର୍ଟମ ରିପୋର୍ଟରେ ଏହା ଉଲ୍ଲେଖ ରହିଛି।

ହାତୀକୁ ପୂର୍ବରୁ ବ୍ୟାକ୍ଟେରିଆଲ ଇନଫେକ୍ସନ ହୋଇଥିଲା । ବ୍ଲଡ ଇନଫେକ୍ସନ କମାଇବା ପାଇଁ ଚିକିତ୍ସା ଚାଲିଥିଲା। ଅଧିକ ଇନଫେକ୍ସନ ହେବା ଯୋଗୁଁ ସେପ୍ଟିସେମିଆ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ଅଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes