ନବ ଦାସ ହତ୍ୟା ମାମଲା: ପୁଣି ୫ ଦିନ ରିମାଣ୍ଡରେ ଯିବ ଗୋପାଳ

ଗୋପାଳକୁ ୫ ଦିନ ରିମାଣ୍ଡରେ ନେବା ସହ ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି କୋର୍ଟ।

ଉଭୟ ଟେଷ୍ଟ ପାଇଁ ସହମତ ଥିବା କୋର୍ଟରେ କହିଛି ଗୋପାଳ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes