ନବ ଦାସ ହତ୍ୟା ମାମଲା; କଂପ୍ଲିଟ କନକ୍ଲୁଜନକୁ ଆସିବାକୁ ଟିକେ ସମୟ ଲାଗିବ: ଡିଜିପି

ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି କହିଛନ୍ତି, ଜଷ୍ଟିସ ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି, ଏଭଳି ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ।

ଏଭଳି କ୍ରାଇମର ରହସ୍ୟ ୨/୪ ଦିନ ଭିତରେ ଜଣାପଡ଼ିବନି, କେନ୍ଦ୍ରର ସହଯେୋଗ ନିଆଯିବ, ଗୃହ ମନ୍ତ୍ରାଳୟ ସହ କଥା ହୋଇଛି, ତଦନ୍ତରେ ସହଯେୋଗ କରିବାକୁ ସିଏଫ୍ଏସ୍ଏଲ ଟିମ୍ ଆସିପାରେ, ତଦନ୍ତରେ ସ୍ୱଚ୍ଛତା ପାଇଁ ସେଠାକାର ପୁଲିସଙ୍କୁ ବଦଳି କରାଯାଇଛି ବୋଲି କହିଛନ୍ତି ଡିଜିପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes